ସାମ୍ବାଦିକ ଶୁଜାତ୍‌ ବୁଖାରିଙ୍କ ଆତତାୟୀଙ୍କ ଫଟୋ ରିଲିଜ୍‌ କଲା କଶ୍ମୀର ପୁଲିସ

ଶ୍ରୀନଗର: ବିଳମ୍ବିତ ରାତ୍ରୀରେ ଜମ୍ମୁ ଓ କଶ୍ମୀର ପୁଲିସ ରିଲିଜ୍‌ କରିଛି ବାଇକ୍‌ ଚଢ଼ି ଯାଉଥିବା ତିନି ଜଣ ବ୍ୟକ୍ତିଙ୍କର ଦୁଇଟି ଚିତ୍ର। ଏମାନେ ‘ରାଇଜିଙ୍ଗ୍‌ କଶ୍ମୀର’ର ସମ୍ପାଦକ ଶୁଜାତ୍‌ ବୁଖାରିଙ୍କର ଆତତାୟୀ ବୋଲି ସନ୍ଦେହ କରାଯାଉଛି। ଏମାନଙ୍କୁ ଚିହ୍ନଟ କରିବାକୁ ପୁଲିସ ଜନସାଧାରଣଙ୍କ ସହାୟତା ଚାହୁଁଛି। ପୁଲିସ କହିଛି: ତିନି ଜଣ ଆତଙ୍କବାଦୀ ସିସିଟିଭି କ୍ୟାମେରାରେ ଧରାପଡ଼ିଛନ୍ତି। ଦୁଇଟି ଚିତ୍ରରେ ଦେଖାଯାଉଛି ତିନି ଜଣ ଲୋକ ଏକ ମୋଟର୍‌ସାଇକେଲ୍‌ … Continue reading ସାମ୍ବାଦିକ ଶୁଜାତ୍‌ ବୁଖାରିଙ୍କ ଆତତାୟୀଙ୍କ ଫଟୋ ରିଲିଜ୍‌ କଲା କଶ୍ମୀର ପୁଲିସ